top of page

ସେପ୍ଟେମ୍ବର 7, 2025

ଓଡ଼ିଶାର କଂସା ଶିଳ୍ପ ଶିଳ୍ପ ଐତିହ୍ୟ ଉପରେ ରଚିତ ଗବେଷଣାତ୍ମକ ପୁସ୍ତକ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ

ପୂର୍ଣ୍ଣ-ଆର୍ଟିକିଲ୍ ସହିତ ଲିଙ୍କ୍ 

ଭୁବ ବନେଶ୍ବର, ୦୬/୦୯/ 9098- - ଏମଜିଏମ୍ ଫାଉଣ୍ଡେସ ସନ୍ ଏବଂ ଭୁବନେଶ୍ବର ଏକ୍ସପେରିମେଣ୍ଟାଲ୍ ଆର୍ଟ ଆଣ୍ଡ୍ ଡିଜାଇନ୍ ଷ୍ଟୁଡିଓ ଷ୍ଟୁ (ବିଇ ନିଇଏଡ଼ିଏସ୍), ପକ୍ଷରୁ ପ୍ରସ୍ତୁତ "କଂସା : ପରମ୍ପରା ଗଠନ, ଭବିଷ୍ୟତ ରୂପରେଖ " ନାମକ ଏକ ଗବେଷଣାତ୍ମକ ପୁସ୍ତକ ଆଜି ଓଡିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟ ଶ୍ରୀ କନକ ବଦ୍ଧନ ସିଂହ ଦେଓଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି, ଯାହା ଓଡ଼ିଶାର ସମୃଦ୍ଧ କଂସା ଶିଳ୍ପ ଐତିହ୍ୟକୁ ପ୍ରଦର୍ଶିତ କରୁଛି । ଏହି ପୁସ୍ତକ, ଓଡ଼ିଶା କ୍ରାଫ୍ଟ ଓଡିସି (ଓସିଓ ) ଫେଲୋସିପ୍ କାର୍ଯ୍ୟକ୍ରମ १०१४ -१४ ଦ୍ବାରା ପରିଚାଳିତ ଗଭୀର ଗବେଷଣାକୁ ପ୍ରତିପାଦିତ କରିଛି । ପୁସ୍ତକ ଉନ୍ମୋଚନ ଉତ୍ସବରେ ଧରି ଧରିତ୍ରୀର ସମ୍ପାଦକ ତ‌ଥାଗତ ସତପଥୀ, ଏମଜିଏମର ପରିଚାଳନା ନିର୍ଦ୍ଦଶକ ପଙ୍କଜ ଲୋଚନ ନ ମହାନ୍ତି ଉପସ୍ଥିତ ରହି କଂସା ଧାତୁର ସଂରକ୍ଷଣ ଦିଗରେ ଏଭଳି ପ୍ରୟାସକୁ ୟାସକୁ ଉଚ୍ଚ ପ୍ରଶଂସା କରିବା ସହିତ କାରିଗରମାନଙ୍କୁ ସମ୍ମାନିତ କରିଥିଲେ ।


ଇଂରାଜୀ ଓ ଓଡ଼ିଆ ଉଭୟ ଭାଷାରେ ଉପଲବ୍ଧ ଏହି ପୁସ୍ତକରେ ଓଡ଼ିଶାର ୧୮ଟି ଗ୍ରାମର କଂସା (କାଉଁଡ଼ି ଧାତୁ) ଶିଳ୍ପର ଜୀବନ୍ତ ପରମ୍ପରାକୁ ବର୍ଦ୍ଧନା କରୁଛି, ଯାହା ଗବେଷକ ଓ ଫେଲୋମା ଲାମାନଙ୍କ ଏକ ଉତ୍ସର୍ଗୀକୃତ ଦଳ ଦ୍ବାରା ପାଞ୍ଚ ମାସର ବ୍ୟାପକ କ୍ଷେତ୍ର କାର୍ଯ୍ୟ ଉପଟେ ରେ ଆଧାରିତ ।


ଓସିଓ ଫେଲୋସିପ୍ କାର୍ଯ୍ୟକ୍ରମ ୨୦୨୪ -୨୫ ଏକ ବହୁବିଷୟକ ଦଳକୁ ଏକ ଏକତ୍ରିତ କରିଛି ଯେଉଁଥ୍ରେ ଅନ୍ତର୍ଭୁକ୍ତ ଅଛନ୍ତି ଗବେଷଣା ଫେଲୋ ବିଲାଶ ସର୍ଦାର ଓ ସତ୍ୟଭା ବ୍ୟଭାମା ମାଝୀ, ଆର୍କାଇଭି ଇଭିଷ୍ଟ ଫେଲୋ କୀର୍ତିକୁମାରୀ, ଶିବଦାସ୍ ସେନ୍ ଗୁପ୍ତଙ୍କ ବିଶେଷଜ୍ଞ କ୍ୟୁରେସ ରସନ ଅଧୀନରେ ଏହା କରାଯାଇଛି । ସେମାନଙ୍କର ସମ୍ପୂର୍ଣ୍ଣ ଗବେଷଣା ଓଡ଼ିଶାର କଂସା ଶିଳ୍ପ ପରମ୍ପ ରମ୍ପରାର ସବୁଠାରୁ ବ୍ୟାପକ ସମସାମୟିକ ଦସ୍ତାବେଜୀକରଣ ସୃଷ୍ଟି କରିଛି ।


bottom of page