top of page

7 Sept 2024

ଓଡ଼ିଶା କ୍ରାଫ୍ଟ ଓଡ଼ିଶୀ ୨୦୨୪ ର ଶୁଭାରମ୍ଭ

Link to full article:

ଓଡ଼ିଶା କ୍ରାଫ୍ଟ ଓଡ଼ିଶୀ ୨୦୨୪ ର ଶୁଭାରମ୍ଭ ହୋଇସାରିଛି। ଲଳିତ କଳା ଏକାଡେମୀ ରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ବାରା ଓଡ଼ିଶା କ୍ରାଫ୍ଟ ଓଡ଼ିଶୀ 2024 ପ୍ରଦର୍ଶନୀ କୁ ଉଦଘାଟନ କରାଯାଇଛି। MGM ଫାଉଣ୍ଡେସନ ଏବଂ ବିଡ଼ସ ଷ୍ଟୁଡିଓ ତରଫ ରୁ ଏହି ପ୍ରଦର୍ଶନୀ କୁ ଆୟୋଜନ କରାଯାଇଛି । ବିଭିନ୍ନ କଳାକୃତି ଯାହାକି ଲୋକ ଲୋଚନ ରୁ ବିଲୋପ ହେଇଯାଉଛି ତାକୁ ଲୋକଲୋଚନ କୁ ଆଣିବା ପାଇଁ ଏହି ପ୍ରଦର୍ଶନୀ ହୋଇଛି। ପ୍ରଥମ ଥର ପାଇଁ ଏହି ଆୟୋଜନ ସମାରୋହ ରେ ବାଳକାଟି ରଥିଯେମା ର ପ୍ରସିଦ୍ଧ କଂସା ବାସନ କୁ ପ୍ରଦର୍ଶନୀ ରେ ସ୍ଥାନ ଦିଆଯାଇଛି । ଏହି ପ୍ରଦର୍ଶନୀ 2 ଦିନ ଧରି ଚାଲିଛି ।

bottom of page