top of page

20 Sept 2026
ଚାନ୍ଦୁଆ ଶିଳ୍ପ କୁ ନେଇ oco ର ୯ ମାସର ଗବେଷଣା ପରେ ଆଲୋଚନାଚକ୍ର ।
Link to full article:
ସିିମ୍ପୋସିୟମ୍ରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ରାଜୀବ ସେଠୀ, ପ୍ରେମଜୀଶ୍ ଆଚାରୀ, ଶିବଦାସ ସେନ୍ଗୁପ୍ତ, ଜୀବେଶ ବାଗ୍ଚୀ, ଅନୁପମ ରୟ, ପ୍ରଫେସର ବିଷ୍ଣୁ ମହାପାତ୍ର, ଚାରୁଦତ୍ତ ପାଣିଗ୍ରାହୀ, ମନିଶା ଅହମ୍ମଦ, ରିଚା ଅଗ୍ରୱାଲ, ସିଦ୍ଧାର୍ଥ ମହାନ୍ତି, ରାଜ୍ ମୌର୍ଯ୍ୟ, ଦେବୀ ପ୍ରସନ୍ନ ନନ୍ଦ ଏବଂ ଜଗନ୍ନାଥ ପଣ୍ଡା ପ୍ରମୁଖ କଳାକାର, କ୍ୟୁରେଟର, ଗବେଷକ, ଡିଜାଇନର ଏବଂ ସାଂସ୍କୃତିକ କର୍ମୀମାନେ ସମବେତ ହୋଇଥିଲେ । ଆଲୋଚନାରେ ସ୍ଥାନୀୟ ଜ୍ଞାନ ବ୍ୟବସ୍ଥାସହିତ କଳାତ୍ମକ ନିୟୋଜନତା, କଳା, କାରିଗରୀ ଓ ନୃତତ୍ତ୍ୱକୁ ସଂଯୁକ୍ତ କରୁଥିବା ସଂସ୍ଥାନସମୂହର ଭୂମିକା ଏବଂ ପରିବର୍ତ୍ତିତ ପରିପ୍ରେକ୍ଷୀ ପ୍ରତି କାରିଗର ଓ ହସ୍ତଶିଳ୍ପ କାର୍ଯ୍ୟଗୁଡିକ ଯେଉଁଭଳି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ସେ ସମ୍ପର୍କିତ ବିଷୟଗୁଡିକ ସ୍ଥାନ ପାଇଥିଲା ।
bottom of page